ଚାଷୀଙ୍କ କାମରେ ବାଧା ଦେଉଛି ଏଲ ଆଣ୍ଡ ଟି କମ୍ପାନୀ

ଅଷ୍ଟିନ ନ୍ୟୁଜ ତା-୦୫-୦୯-୨୦୨୩ ବରୀ ବ୍ଲକ ବାଲିବିଲି ପଞ୍ଚାୟତର କୋରଡ଼ାପିପଲ ଠାରେ ନିର୍ମାଣ ହୋଇଥିବା ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ସ୍ଥଳରେ ୨୪ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି | ନାରଣପୁର,ଗୋଖର,ବନ୍ଧପଡ଼ା,କୋରଡ଼ାପିପଲ,ଡିହସାହି,ବାଲିବିଲି,ଫୁଲୁପୁର,ରଜାପୁର,ଅରଙ୍ଗାବାଦ,ବଡଚନ୍ଦ୍ରଶେଖରପୁର,ବରୀ,ଅରୁଆ,ରାମଚନ୍ଦ୍ରପୁର, ଅଲିପୁର ଏହି ସବୁ ଗ୍ରାମରେ ଥିବା ଚାଷଜମିକୁ ଜଳଯୋଗାଣ କରାଯାଉଛି | ୧ ହଜାରରୁ ଅଧିକ ଚାଷଜମିକୁ ଜଳଯୋଗାଣ ପାଇଁ ୨୦୧୫ ମସିହା ଡିସେମ୍ବର ୩୧ ତାରିଖରୁ ଆରମ୍ଭ କରାଯାଇ ୨୦୧୯ ମାର୍ଚ୍ଚ ୨ ତାରିଖରେ … Continue reading ଚାଷୀଙ୍କ କାମରେ ବାଧା ଦେଉଛି ଏଲ ଆଣ୍ଡ ଟି କମ୍ପାନୀ